Categories

September 16, 2026

INDIA FIRST NEWS

Satya ke saath !! sadev !!

ଆଦିତ୍ୟପୁର ରାଜ୍ୟକୃତ ମାଧ୍ୟମିକ ବିଦ୍ୟାଳୟ ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ପାଳନ

ଆଜି ତାରିଖ ୨୮ଅପ୍ରେଲ ୨୦୨୩ ରେ ଆଦିତ୍ୟପୁର ରାଜ୍ୟକୃତ ଓଡ଼ିଆ ମାଧ୍ୟମିକ ବିଦ୍ୟାଳୟ ରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ୧୭୫ ଜନ୍ମ ଜୟନ୍ତୀ ପାଳନ କରାଗଲା। ଏହି ଅବସରରେ ଓଡ଼ିଆ ସମାଜର ବିଭିନ୍ନ ସମାଜସେବୀ, ବିଦ୍ୟାଳୟର ପ୍ରାଚାର୍ଯ୍ୟା ଶ୍ରୀମତୀ ମମତା ଝା, ଉତ୍କଳ ସମ୍ମିଳନୀ ର ଗମ୍ହାରିୟା ଶ୍ଲୋକ ଶାଖାର ଶ୍ରୀ ଅରୁଣ ଆଚାର୍ଯ୍ୟ, ଶ୍ରୀ ସଞ୍ଜୟ ସତପଥି, ଶ୍ରୀ ଉଦୟ ସତପଥି, ଉତ୍କଳ ସମ୍ମିଳନୀ ଦ୍ଵାରା ନିୟୋଜିତ ବିଦ୍ୟାଳୟ ର ଓଡ଼ିଆ ଶିକ୍ଷିକା ଶ୍ରୀମତୀ ରଞ୍ଜିତା ରାଉତ, ଶ୍ରୀମତୀ ରଶ୍ମୀ ମାହାନ୍ତ, ବିଦ୍ୟାଳୟ ର ଛାତ୍ର ଛାତ୍ରଛାତ୍ରୀ ଓ ସମାଜର ବିଭିନ୍ନ ସଭ୍ୟ ଉପସ୍ଥିତ ଥିଲେ।

Advertising-

Leave a Reply

Your email address will not be published. Required fields are marked *